ମୁଁ ଆମ ଘର ବଗିଚାରେ ଗଛ ଲଗାଇଲି।ଅନ୍ୟ ଗଛ ପାଣି ଦେଲି ଓ ସାର ଦେଲି ଏବଂ ଏହି ସବୁ ଗଛ ର ଯତ୍ନ ନେବି। ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଭଳି ଅନେକ ଗଛ ଲଗାଇବା ଉଚିତ।